ତିନି ପ୍ରଭୁ Tini prabhu

  • ଦେ. ବି. — (ହିନ୍ଦୁମତ) ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର — The Hindu Trinity
  • ଦେ. ବି. — (ଖ୍ରୀଷ୍ଟିୟାନ୍ ମତ) ପରମ ପିତା ଈଶ୍ୱର, ଭୂତ ଓ ଈଶ୍ୱରପୁତ୍ର ଯୀଶୁ — God the Father, the Son and the Holy Ghost