ତିନି ପ୍ରାଣୀ Tini prāṇī
- ଦେ. ବି. — ଏକ ପରିବାରସ୍ଥ ତିନି ଜଣ ମାତ୍ର ବ୍ଯକ୍ତି ଯଥା— ସ୍ୱାମୀ, ସ୍ତ୍ରୀ ଓ ସନ୍ତାନ କିମ୍ବା ସ୍ୱାମୀ ସ୍ତ୍ରୀ ଓ ମାତା — Three persons comprising a family e.g. one's self, wife and child or one's self, wife and mother
- ଦେ. ବି. — ଶାଶୁ ମଲା ବୋଉ ବେଇଲା, ଯେଉଁ ତିନି ପ୍ରାଣୀ କି ସେହି ତିନି ପ୍ରାଣୀ ହେଲା। ଢଗ।