ତିନି ଗୁଣା Tini-guṇā

  • ଦେ. ବି — ତିନି ଗୁଣ ( 2 ) (ଦେଖ) — ତିନି ଗୁଣ (2) (ଦେଖ)Tini guṇa (2) (See)
  • ଦେ. ବିଣ — (ସଂ. ତ୍ରିଗୁଣ)—ତିନି ସରିଆ — Three stringed
  • ଦେ. ବିଣ — ସପତ ସ୍ୱର ବିଭୁଷଣା, ସୁସ୍ୱର ବାକ୍ୟ ତିନିଗୁଣା—ଜଗନ୍ନାଥ. ଭାଗବତ।
  • ଦେ. ବିଣ — ତ୍ରିଗୁଣିତ — Treble; thirce as much