ତିନି ଥେଣ୍ଟିଆ Tini theṇṭiā

  • ଦେ. ବିଣ — ଯେଉଁ କାର୍ଯ୍ୟରେ 3 ଜଣ ଲୋକଙ୍କର ଅଧିକାର, ଦାୟିତ୍ୱ ବା ସ୍ୱତ୍ୱ ଥାଏ; ତିନିଜଣଙ୍କର ଇଯମାଲି (ଅର୍ଥାତ୍ ଯାହା ସୁପରିଚାଳିତ ନୁହେ) — ଯେଉଁ କାର୍ଯ୍ୟରେ3ଜଣ ଲୋକଙ୍କର ଅଧିକାର, ଦାୟିତ୍ୱ ବା ସ୍ୱତ୍ୱ ଥାଏ; ତିନିଜଣଙ୍କର ଇଯମାଲି (ଅର୍ଥାତ୍ ଯାହା ସୁପରିଚାଳିତ ନୁହେ)— (any work) Belonging to 3 joint owners or master i.e. for which. three (that is, many person) are jointly interested and for which the responsibility does not attach to any one in particular
  • ଦେ. ବିଣ — ତିନିଥେଣ୍ଟିଆ କାକୁଡ଼ିବାଡ଼ି ଖାଏ ଶିଆଳ ବେକ ମୋଡ଼ି—ଢଗ ।
  • ଦେ. ବିଣ — [ଦ୍ର—'ତିନି' ଏଠାରେ 'ବହୁସଂଖ୍ୟକ ଅର୍ଥରେ ପ୍ରଯୁକ୍ତ । କୌଣସି କାର୍ଯ୍ୟରେ ଜଣକର ପୂର୍ଣ୍ଣ କର୍ତ୍ତୃତ୍ୱ ନ ରହିଲେ ତହିଁରେ ବିଶୃଙ୍ଖଳା ଘଟିବା ସ୍ୱାଭାବିକ।]