ତିନି ପୁର Tini pura

  • ଦେ. ବି — (ତ୍ରିପୁର) ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ — Heaven, earth and the nether regions
  • ଦେ. ବି — ତିନି ପରସ୍ତ — Three layers or folds
  • ଦେ. ବିଣ. — ତିନିପରସ୍ତିଆ — Having 3 layers or folds