ତାତିଲ୍ Tātil

  • ପ୍ରାଦେ. (ସମ୍ବଲପୁର) ବୈଦେ. ବି. (ଆ.) — ଛୁଟି; ପଢ଼ା ବା କାର୍ଯ୍ୟରୁ ମିଳିବା ଅବସର — Vacation; holiday
  • ପ୍ରାଦେ. (ସମ୍ବଲପୁର) ବୈଦେ. ବି. (ଆ.) — କାର୍ଯ୍ୟ ରାହିତ୍ୟ — Stoppage or closing of work