ତାତି ଯିବା Tāti j̄ibā

  • ଦେ. କ୍ରି — ପୋଡ଼ିଯିବା; ଦଗ୍ଧହେବା — To be burnt; to be scorched
  • ଦେ. କ୍ରି — (ପେଟ; ଅନ୍ତ) କ୍ଷୂଧାପୀଡ଼ିତ ହେବା — To be troubled with hunger
  • ଦେ. କ୍ରି — ପୂର୍ବେ ପୂଜା କ୍ଷୁଧାଗ୍ନିରେ ଯେ ପୀଡ଼ିତ, ହୋଇବା ସକାଶରୁ ତାତିଗଲା ଅନ୍ତ । କୃଷ୍ଣସିଂହ, ମହାଭାରତ ବନ ।