ତାତି ପିଟିବା Tāti piṭibā

  • ଦେ. ବି. — ଝାଞ୍ଜି ପିଟିବା; ହେଙ୍ଗୁଳା ବୋହିବା; ଅତ୍ୟନ୍ତ ଉତ୍ତପ୍ତ ପବନ ବହିବା — The blowing of very hot blasts
  • ଦେ. ବି. — (ଯଥା—ବୈଶାଖ ମାସ ଦିପହରେ ପାହାଡ଼ତଳିଆ ଗାଆଁ— ମାନଙ୍କରେ ଭାରି ତାତି ପିଟେ ।)