ତାକେ ବଡ଼ Tāke baṟḍ̠a

  • ଦେ. ବିଣ. (ବଙ୍ଗଳା ଓ ଓଡିଆର ଅପୂର୍ବ ମିଶ୍ରଣ; ବଂ. ତାକେ=ତାହାକୁ+ଓଡିଆ ବଡ଼) — ତାଙ୍କଠାରୁ ବଡ଼; ତହୁଁବଳି; ତହୁଁ ବଡ଼; ତାଠାରୁ ବଢ଼ିଆ — Excelling one another; superior to the previous person; comparatively superior to one by one
  • ଦେ. ବିଣ. (ବଙ୍ଗଳା ଓ ଓଡିଆର ଅପୂର୍ବ ମିଶ୍ରଣ; ବଂ. ତାକେ=ତାହାକୁ+ଓଡିଆ ବଡ଼) — (ଯଥା—ଆଜିକାଲି ଆମ ଦେଶରେ ଦିନକୁଦିନ ତାକେ ବଡ଼ ତାକେ ବଡ଼ ମହାତ୍ମା ଓ ନେତାମାନେ ବାହାରୁ ଅଛନ୍ତି।)