ତାକ୍ ଲାଗିବା Tāk lāgibā
- ଦେ. ବି. (ଆ. ତାକ୍=ଆଶ୍ଚର୍ଯ୍ୟ—ଯୋଗେଶ୍ଚନ୍ଦ୍ର) — ଏକଦୃଷ୍ଟି ବା ଆବଦ୍ଧଦୃଷ୍ଟି ଅବସ୍ଥା ଘଟିବା. — Looking with a fixed stare
- ଦେ. ବି. (ଆ. ତାକ୍=ଆଶ୍ଚର୍ଯ୍ୟ—ଯୋଗେଶ୍ଚନ୍ଦ୍ର) — ବିସ୍ମୟବିସ୍ଫାରିତ ନେତ୍ରରେ ଚାହିଁବା — Staring with wonder
- ଦେ. ବି. (ଆ. ତାକ୍=ଆଶ୍ଚର୍ଯ୍ୟ—ଯୋଗେଶ୍ଚନ୍ଦ୍ର) — ଆଶ୍ଚର୍ଯ୍ୟଜନକ ବୋଧ ହେବା — Seeming wonderful
- ଦେ. ବି. (ଆ. ତାକ୍=ଆଶ୍ଚର୍ଯ୍ୟ—ଯୋଗେଶ୍ଚନ୍ଦ୍ର) — ଆଶ୍ଚର୍ଯ୍ୟ — Astonishment