ତାକ୍ ତରକ Tāk taraka

  • ଦେ. ବି(ସଂ. ତର୍କ; ତୁଳ=ଇଂ ଟାକ୍ଟିକ) — ଛକା ଛକି — Watching each other
  • ଦେ. ବି(ସଂ. ତର୍କ; ତୁଳ=ଇଂ ଟାକ୍ଟିକ) — ଚତୁରତା — Cleverness
  • ଦେ. ବି(ସଂ. ତର୍କ; ତୁଳ=ଇଂ ଟାକ୍ଟିକ) — ହୁସିଆରି; ସତର୍କତା — Being on one's guard; alertness
  • ଦେ. ବି(ସଂ. ତର୍କ; ତୁଳ=ଇଂ ଟାକ୍ଟିକ) — ଖଞ୍ଜଖାଞ୍ଜ; ସୁତର; କୌଶଳ — Tactics; craft
  • ଦେ. ବି(ସଂ. ତର୍କ; ତୁଳ=ଇଂ ଟାକ୍ଟିକ) — ଆରେ ତନୁଦରି, ତାକ ତରକ ତୁ ଜାଣ କେତେ ପରି— କବିସୂର୍ଯ୍ୟ, ରତ୍ନାକରଚମ୍ପୁ।
  • ଦେ. ବି(ସଂ. ତର୍କ; ତୁଳ=ଇଂ ଟାକ୍ଟିକ) — ବିଶେଷ ସାବଧାନତା ସହକାରେ ଅନ୍ୱେଷଣ — Careful investigation or search