ତାକେ Tāke
- ଗ୍ରା. ଓ ପ୍ରାଦେ. (ସମ୍ବଲପୁର) ସର୍ବନାମ — ତାକୁ; ତାହାକୁ — To him
- ଗ୍ରା. ଓ ପ୍ରାଦେ. (ସମ୍ବଲପୁର) ସର୍ବନାମ — ଯାକେ ବିଦ୍ଯା ତାକେ ସାଜେ ଅପାଠୁଆ ଠେଇଁ କଣୀ ବାହୁଜେ। ବଙ୍ଗଳା ଢଗର ଅନୁକରଣରେ ଢଗ।
- ଗ୍ରା. ଓ ପ୍ରାଦେ. (ସମ୍ବଲପୁର) ସର୍ବନାମ — [ଦ୍ର—ସମ୍ବଲପୁରରେ ଦ୍ୱିତୀୟା ବିଭକ୍ତିର ଚିହ୍ନ 'କୁ' ଠାରେ 'କେ' ବ୍ଯବହୃତ ହୁଏ। ବଙ୍ଗଳାଭାଷାରେ ମଧ୍ୟ ଏହି ବ୍ଯବହାର।]