ତାକ୍ Tāk
- ଦେ. ବି (ସଂ. ତର୍କ ଧାତୁ) — ଏକ ଦୃଷ୍ଟି; ସ୍ଥିର ଦୃଷ୍ଟି; କୌଣସି ବସ୍ତୁ ପ୍ରତି ଆବଦ୍ଧ ଦୃଷ୍ଟି — Stare; fixed look
- ଦେ. ବି (ସଂ. ତର୍କ ଧାତୁ) — (ଯଥା—ଭୁବନେଶ୍ୱରର ମନ୍ଦିରମାନଙ୍କ କାରୁକାର୍ଯ୍ୟ ଦେଖି ମୋର ତାକ୍ ଲାଗିଗଲା।)
- ଦେ. ବି (ସଂ. ତର୍କ ଧାତୁ) — ଦୃଷ୍ଟିର ଲକ୍ଷ୍ୟ — The aim of one's sight
- ପ୍ରାଦେ (ସିଂହଭୂମ) ବି — ସମୟ ବା ସୁବିଧାକୁ ଅପେକ୍ଷା କରି ବସିବା; ତକାଇବା — Waiting for an opportunity
- ଦେ. ଅ — ପଖୋଜ ବାଦ୍ୟର ଉକୁଟ — The tune or gamut of a 'Pakhoja' drum