ତାକ୍ ତରକା Tāk tarakā

  • ଦେ. ବିଣ — କୌଶଳୀ — Crafty
  • ଦେ. ବିଣ — ଯେ ଖଞ୍ଜ ଉଣ୍ଡି କାମ ହାସଲ କରେ — Tactician; tactful
  • ଦେ. ବିଣ — ସୁଚତୁର — Sagacious; clever
  • ଦେ. ବିଣ — ଯେ ସର୍ବଦା ସାବଧାନ ଥାଏ; ସତର୍କ; ହୁସିଆର — Vigilant; cautious