ତନୁତ୍ର Tanutra
- ସଂ. ବି. (ତନୁ=ଶରୀର+ତ୍ରୈ ଧାତୁ=ତ୍ରାଣ କରିବା+କର୍ତ୍ତୃ. ଅ; ଯାହା ଶରୀରକୁ ଆଘାତରୁ ତ୍ରାଣ ବା ରକ୍ଷା କରେ) — ବର୍ମ; ସାଞ୍ଜୁ — Armour; mail
- ସଂ. ବି. (ତନୁ=ଶରୀର+ତ୍ରୈ ଧାତୁ=ତ୍ରାଣ କରିବା+କର୍ତ୍ତୃ. ଅ; ଯାହା ଶରୀରକୁ ଆଘାତରୁ ତ୍ରାଣ ବା ରକ୍ଷା କରେ) — ଶରୀରକୁ ରକ୍ଷା କରିବା ବସ୍ତୁ — Skin protector