ତନୁଭୃତ୍ Tanubhṛut

  • ସଂ. ବିଣ (ତନୁ=ଶରୀର+ଭୃ ଧାତୁ=ଧାରଣ କରିବା+ କର୍ତ୍ତୃ. କ୍ୱିପ୍) — ଶରୀରଧାରୀ; ଦେହୀ — Having a body; embodied; corporeal
  • ବି — ଜୀବ — Animal