ତନୁତ୍ରାଣ Tanutrāṇa

  • ସଂ. ବି. (ତନୁ=ଶରୀର+ତ୍ରୈ ଧାତୁ=ତ୍ରାଣ କରିବା+ କର୍ତ୍ତୃ. ଅନ) — ବର୍ମ; ସାଞ୍ଜୁ — Armour; mail