ତନୁଦାନ Tanudāna
- ସଂ. ବି. (ତନୁ+ଦାନ; 6 ଷ୍ଠୀ ତତ୍) — ( 6 ଷ୍ଠୀ ତତ୍) ଦେହ ଦାନ; ନିଜର ଦେହକୁ କୌଣସି ଉଦ୍ଦେଶ୍ୟରେ ଅର୍ପଣ — (6ଷ୍ଠୀ ତତ୍) ଦେହ ଦାନ; ନିଜର ଦେହକୁ କୌଣସି ଉଦ୍ଦେଶ୍ୟରେ ଅର୍ପଣ—. The gift or offering of one's body for certain purpose
- ସଂ. ବି. (ତନୁ+ଦାନ; 6 ଷ୍ଠୀ ତତ୍) — (କର୍ମଧାରୟ) ଅଳ୍ପ ଦାନ — Small gift
- ସଂ. ବି. (ତନୁ+ଦାନ; 6 ଷ୍ଠୀ ତତ୍) — ବଦାନ୍ୟ ଯେ ଲୋକେ ହୋଇଥାଇ ବୁଝ ତନୁଦାନ କି ନ ଦେଇ—ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. (ତନୁ+ଦାନ; 6 ଷ୍ଠୀ ତତ୍) — (ସ୍ତ୍ରୀ ପକ୍ଷରେ) ପୁରୁଷକୁ ସମ୍ଭୋଗାର୍ଥ ଆପଣାର ଦେହକୁ ଅର୍ପଣ କରିବା — Letting one's (female's) body to be enjoyed by a male