ତନୁରୁଚି Tanuruchi

  • ସଂ. ବି. (ତନୁ+ରୁଚି; 6 ଷ୍ଠୀ ତତ୍) — ଶରୀର କାନ୍ତି — Gloss of the body
  • ସଂ. ବି. (ତନୁ+ରୁଚି; 6 ଷ୍ଠୀ ତତ୍) — ଶରୀରର ସୌନ୍ଦର୍ଯ୍ୟ — Beauty of the body