ତନୁଚ୍ଛାୟା Tanuchchhāyā

  • ସଂ. ବି. (ତନୁ+ଛାୟା; 6 ଷ୍ଠୀ ତତ୍) — ଶରୀରର ଛାୟା; ଦେହର ଛାଇ — The shadow of a body
  • ସଂ. ବିଣ. ସ୍ତ୍ରୀ — ତନୁଚ୍ଛାୟର ସ୍ତ୍ରୀଲିଙ୍ଗ ରୂପ — Feminine from of Tanuchchhāya