ତନୁଜ Tanuja

  • ସଂ. ବିଣ. ପୁଂ. (ତନୁ=ଶରୀର+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ; ଯେ ତନୁରୁ ଜନ୍ମେ) — ପୁଅ; ପୁତ୍ର — Son
  • ବିଣ. ପୁଂ — ଶରୀରରୁ ଉତ୍ପନ୍ନ — Born of the body