ତନୁତା Tanutā
- ସଂ. ବି. (ତନୁ=କୃଶ+ଭାବାର୍ଥେ; ତା) — କୃଶତା — Thinness
- ସଂ. ବି. (ତନୁ=କୃଶ+ଭାବାର୍ଥେ; ତା) — ତନୁ ତାହାଙ୍କ ଅତି ତନୁତା ଭଜିଛି—କୃଷ୍ଣସିଂହ. ମହାଭାରତ, ଆଦି।
- ସଂ. ବି. (ତନୁ=କୃଶ+ଭାବାର୍ଥେ; ତା) — ଅଳ୍ପତା; ଲଘୁତା — Smallness; littleness
- ସଂ. ବି. (ତନୁ=କୃଶ+ଭାବାର୍ଥେ; ତା) — ଦୁର୍ବଳତା — Weakness