ତଥାଭୂତ Tathābhūta

  • ସଂ. ବିଣ. (ତଥା+ଭୂ ଧାତୁ+କର୍ତ୍ତୃ. ତ) — ସେହିରୂପେ ଉତ୍ପନ୍ନ ବା ସଂଭୂତ — Similarly produced
  • ସଂ. ବିଣ. (ତଥା+ଭୂ ଧାତୁ+କର୍ତ୍ତୃ. ତ) — ସେହିରୂପେ ଘଟିଥିବା; ତଦ୍ରୂପ — Similar