ତଥାସ୍ତୁ Tathāstu
- ସଂ. ଅ. (ତଥା=ସେହିପରି+ଅସ୍ତୁ=ହେଉ; ସ୍ୱୀକାର ଓ ଆଶୀର୍ବାଦାର୍ଥକ ବାକ୍ୟ, ଅବ୍ଯୟରୂପେ ବ୍ଯବହୃତ) — ହେଉ; ତାହା ହେଉ — Be it so; amen; so it be
- ସଂ. ଅ. (ତଥା=ସେହିପରି+ଅସ୍ତୁ=ହେଉ; ସ୍ୱୀକାର ଓ ଆଶୀର୍ବାଦାର୍ଥକ ବାକ୍ୟ, ଅବ୍ଯୟରୂପେ ବ୍ଯବହୃତ) — ଚରିଲେ ବ୍ୟାସ ମଧ୍ୟେ ମଧ୍ୟେ ଗ୍ରନ୍ଥଗ୍ରନ୍ଥି 'ତଥାସ୍ତୁ' ବୋଲି ଲେଖି ବସିଲେ ଗଣପତି। କୃଷ୍ଣସିଂହ. ମହାଭାରତ. ଆଦି।