ତଥାବିଧ Tathābidha

  • ସଂ. ବିଣ. (ବହୁବ୍ରୀହି; ତଥା+ବିଧା=ପ୍ରକାର) — ତଦ୍ବିଧ; ସେହି ପ୍ରକାରର; ତାଦୃଶ — Such; similar