ତଥାପି Tathāpi

  • ସଂ. ଅ. (ତଥା+ଅପି) — ତେବେ ସୁଦ୍ଧା — Even then; neverthless
  • ସଂ. ଅ. (ତଥା+ଅପି) — ଏବେସୁଦ୍ଧା — Even now
  • ସଂ. ଅ. (ତଥା+ଅପି) — ଥାପିରେ କହ ତଥାପିରେ ପ୍ରିୟସଖି, ଥିବି କି ଛାଡ଼ିବି ପ୍ରାଣ— କବିସୂର୍ଯ୍ୟ. କିଶୋରୀଚମ୍ପୂ।