ତଥା Tathā

  • ସଂ. ଅ (ତଦ୍=ସେ+ପ୍ରକାରାର୍ଥେ. ଥା) — ସେହିପ୍ରକାରେ — Similarly; in like manner; so; in that manner
  • ସଂ. ଅ (ତଦ୍=ସେ+ପ୍ରକାରାର୍ଥେ. ଥା) — ପୂର୍ବ ପରି — As before
  • ସଂ. ଅ (ତଦ୍=ସେ+ପ୍ରକାରାର୍ଥେ. ଥା) — ଆହୁରି ମଧ୍ୟ; ମଧ୍ୟ — Also
  • ସଂ. ଅ (ତଦ୍=ସେ+ପ୍ରକାରାର୍ଥେ. ଥା) — ସେହିପରି ସ୍ଥଳରେ; ସେହି ଅବସ୍ଥାରେ — Under those circumstances
  • ସଂ. ଅ (ତଦ୍=ସେ+ପ୍ରକାରାର୍ଥେ. ଥା) — ଏବଂ — And
  • ସଂ. ଅ (ତଦ୍=ସେ+ପ୍ରକାରାର୍ଥେ. ଥା) — ତହିଁରେ — In that
  • ସଂ. ଅ (ତଦ୍=ସେ+ପ୍ରକାରାର୍ଥେ. ଥା) — ତନ୍ନିମିତ୍ତ; ସେଥିପାଇଁ — For that reason
  • ସଂ. ଅ (ତଦ୍=ସେ+ପ୍ରକାରାର୍ଥେ. ଥା) — ପ୍ରକୃତରେ; ଯଥାର୍ଥରେ — Really; actually; truly
  • ସଂ. ଅ (ତଦ୍=ସେ+ପ୍ରକାରାର୍ଥେ. ଥା) — ତାହାହିଁ — That alone
  • ସଂ. ଅ (ତଦ୍=ସେ+ପ୍ରକାରାର୍ଥେ. ଥା) — ତଥା ହେଉ ବୋଲି ତାକୁ ବୋଲି । କୃଷ୍ଣସିଂହ. ମହାଭାରତ. ବନ ।
  • ସଂ. ଅ (ତଦ୍=ସେ+ପ୍ରକାରାର୍ଥେ. ଥା) — (ସଂସ୍କୃତରେ) ନିଶ୍ଚୟାର୍ଥକ; ସମୁଚ୍ଚୟାର୍ଥକ; ସ୍ୱୀକାରାର୍ଥକ; ସାଦ୍ଦୃଶ୍ୟାର୍ଥକ (ଅବ୍ଯୟ) — A conjunction used in Sanscrit to denote certainty, collection, consent and similarity