ତଥାଗତ Tathāgata

  • ସଂ. ବିଣ. (ତଥା+ଗତ; ଆଗତ) — ତଥାଭୂତ; ସେହି ରୂପେ ଘଟିଥିବା — Such; so-conditioned happening in that fashion
  • ସଂ. ବିଣ. (ତଥା+ଗତ; ଆଗତ) — ତଦ୍ରୂପ ଆଗତ; ସେହି ରୂପ ଆସିଥିବା — Arrived in that manner
  • ସଂ. ବି — ବୁଦ୍ଧଦେବଙ୍କର ଗୋଟିଏ ନାମ — A name of the Buddha