ଜୀବଲୋକ Jība-loka
- ସଂ. ବି. ( 6 ଷ୍ଠୀ ତତ୍; ଜୀବ+ଲୋକ) — ପୃଥିବୀର ସୃଷ୍ଟ ପାଣିସମୂହ — All the created being; the animal world
- ସଂ. ବି. ( 6 ଷ୍ଠୀ ତତ୍; ଜୀବ+ଲୋକ) — ସଂସାର; ମର୍ତ୍ତ୍ୟଲୋକ — The created world. (consisting of living beings); the animated nature
- ସଂ. ବି. ( 6 ଷ୍ଠୀ ତତ୍; ଜୀବ+ଲୋକ) — ଜୀବଯୋନି; ସଂସାରର ଜୀବ ରୂପେ ଜନ୍ମ — Animal existence in the world
- ସଂ. ବି. ( 6 ଷ୍ଠୀ ତତ୍; ଜୀବ+ଲୋକ) — ସମୁଦାୟ ମନୁଷ୍ୟ ଜାତି — Mankind