ଜୀବସୁତା Jība-sutā

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି; ଜୀବ+ସୁତ + ସ୍ତ୍ରୀ. ଆ) — ଯେଉଁ ସ୍ତ୍ରୀର ପୁତ୍ର ବଞ୍ଚିଅଛି; ଜୀବତ୍ତୋକା — (a woman) Having her son or sons still living