ଜୀବସଂକ୍ରମଣ Jība-saṁkramaṇa

  • ସଂ. ବି. ( 6 ଷ୍ଠୀ ତତ୍; ଜୀବ+ସଂକ୍ରମଣ) — ଜୀବର ଏକ ଶରୀରରୁ ଶରୀରାନ୍ତରକୁ ଗମନ; ଜନ୍ମାନ୍ତର— ପରିଗ୍ରହ — Metemphsychosis; transmigration