ଜୀବବୃତ୍ତି Jība-bṛutti
- ସଂ. ବି. (ଜୀବର ବୃତ୍ତି; 6 ଷ୍ଠୀ ତତ୍)— ଜୀବ ଦେହରେ ଥିବା ସ୍ୱାଭାବିକ ଗୁଣମାନ — (ଜୀବର ବୃତ୍ତି;6ଷ୍ଠୀ ତତ୍)— ଜୀବ ଦେହରେ ଥିବା ସ୍ୱାଭାବିକ ଗୁଣମାନ— . The natural attributes of living being
- ସଂ. ବି. (ଜୀବ ପାଳନରୂପ ବୃତ୍ତି; କର୍ମଧା) ଗୋମେଷାଦି ପଶୁ ଓ ପକ୍ଷିପାଳନ ବ୍ଯବସାୟ — Profession of rearing and selling animals (e.g. beasts, birds); animals breeding