ଜୀବମାତୃକା Jība-mātṛukā
- ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ଜୀବ+ମାତୃକା) — ଜୀବର ମଙ୍ଗଳସାଧିକା ସପ୍ତମାତୃକାବିଷେଶ — A class of seven female Deities protecting the lives of living beings
- ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ଜୀବ+ମାତୃକା) — [ଦ୍ର—ଏମାନଙ୍କ ନାମ କୁମାରୀ, ଧନଦା, ନନ୍ଦା, ବିମଳା, ମଙ୍ଗଳା, ବଳା ଓ ପଦ୍ମା; ଏମାନେ ସପ୍ତମାତୃକା।]