ଜୀବସଙ୍ଗୀ Jība-saṅgī
- ଦେ. ବି. (ସଂ. ଜୀବ+ସଙ୍ଗୀ) — ଆଜୀବନ ସଙ୍ଗୀ; ଜୀବନସଙ୍ଗୀ — Lifelong companion
- ଦେ. ବି. (ସଂ. ଜୀବ+ସଙ୍ଗୀ) — ପ୍ରାଣପ୍ରତିମ ସଙ୍ଗୀ; ପ୍ରାଣବନ୍ଧୁ — Dearest companion
- ଦେ. ବି. (ସଂ. ଜୀବ+ସଙ୍ଗୀ) — ଭଙ୍ଗୀ ଚାହାଁ, ଭୁରୁନୀଳ ଭୁଜଙ୍ଗୀ ଭ୍ରମର, ଜୀବସଙ୍ଗୀ— କବିସୂର୍ଯ୍ୟ, କିଶୋରୀଚମ୍ପୂ, ଭ ଗୀତ।