ଜୀବଶୂନ୍ୟ Jība-ṡūnya
- ସଂ. ବିଣ. ( 3 ୟା ତତ୍; ଜୀବ+ଶୂନ୍ଯ) — ପ୍ରାଣହୀନ; ମୃତ — Dead; lifeless
- ସଂ. ବିଣ. ( 3 ୟା ତତ୍; ଜୀବ+ଶୂନ୍ଯ) — ଜଡ଼; ନିର୍ଜୀବ — Inanimate
- ସଂ. ବିଣ. ( 3 ୟା ତତ୍; ଜୀବ+ଶୂନ୍ଯ) — ଜୀବଶନ୍ତୁଶୂନ୍ଯ; ପ୍ରାଣିହୀନ — Devoid of living beings; having no living creature on or in it