ଜିଙ୍କ୍ Jiṅk

  • ବୈଦେ. ବି. (ଇଂ ଜିଙ୍କ୍, Zinc.)— ଦସ୍ତା ଧାତୁ — Zinc
  • ବୈଦେ. ବି. (ଇଂ ଜିଙ୍କ୍, Zinc.)— [ଦ୍ର. ଇଙ୍ଗ୍ରାଜିର 'Z' ଜ୍ଝେଡ୍ ଅକ୍ଷରର ଉଚ୍ଚାରଣର ସମାନ ଉଚ୍ଚାରଣ ଯୁକ୍ତ ଅକ୍ଷର ଓଡ଼ିଆ ବା ସଂସ୍କୃତରେ ନ ଥିବାରୁ z ଅକ୍ଷରକୁ ଓଡ଼ିଆରେ 'ଜ' ଅକ୍ଷର ଲେଖି ଚିହ୍ନାଇବାକୁ ହୁଏ।]