ଜିଜୀବିଷା Jijībishā

  • ସଂ. ବି. ସ୍ତ୍ରୀ (ଜୀବ୍ ଧାତୁ= ବଞ୍ଚିବା+ଇଚ୍ଛାର୍ଥରେ ସନ୍ =ଜିଜୀବିଷ୍ ଧାତୁ+ଭାବ. ଅ+ଆ) — ଜୀଇଁ ରହିବାର ଇଚ୍ଛା — A desire for living
  • ସଂ. ବି. ସ୍ତ୍ରୀ (ଜୀବ୍ ଧାତୁ= ବଞ୍ଚିବା+ଇଚ୍ଛାର୍ଥରେ ସନ୍ =ଜିଜୀବିଷ୍ ଧାତୁ+ଭାବ. ଅ+ଆ) — ଜୀବନ ପ୍ରତି ମାୟା — Love of life