ଜିଘ୍ର Jighra

  • ସଂ. ବିଣ. ପୁଂ (ଘ୍ରା ଧାତୁ= ଗନ୍ଧ ଗ୍ରହଣକରିବା+କର୍ତ୍ତୃ. ଅ) — ଘ୍ରାଣକାରୀ — Smelling
  • ସଂ. ବିଣ. ପୁଂ (ଘ୍ରା ଧାତୁ= ଗନ୍ଧ ଗ୍ରହଣକରିବା+କର୍ତ୍ତୃ. ଅ) — ସନ୍ଦେହକାରୀ — Suspecting
  • ସଂ. ବିଣ. ପୁଂ (ଘ୍ରା ଧାତୁ= ଗନ୍ଧ ଗ୍ରହଣକରିବା+କର୍ତ୍ତୃ. ଅ) — ଅନୁମାନକାରୀ — Guessing; conjecturing