ଜିଘ୍ରିବା Jighribā

  • ଦେ. କ୍ରି. (ସଂ. ଜିଘ୍ର) — ବାସିବା — To smell
  • ଦେ. କ୍ରି. (ସଂ. ଜିଘ୍ର) — ଦେଖା ମୁଖ ଜିଘ୍ରଇ ଆବର—ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।