ଜିଜୀବିଷୁ Jijībishu

  • ସଂ. ବିଣ. (ଜୀବ୍ ଧାତୁ+ଇଚ୍ଛାର୍ଥରେ. ସନ୍+କର୍ତ୍ତୃ. ଉ) — ବଞ୍ଚି ରହିବାକୁ ଇଚ୍ଛୁକ — Desirous of living
  • ସଂ. ବିଣ. (ଜୀବ୍ ଧାତୁ+ଇଚ୍ଛାର୍ଥରେ. ସନ୍+କର୍ତ୍ତୃ. ଉ) — ଦୀର୍ଘଜୀବନକାମୀ — Desiring a long life