ଜିଙ୍ଗୀ Jiṅgī

  • ସଂ. ବି. ସ୍ତ୍ରୀ (ଜିଙ୍ଗ=ଗମନ; ଜି ଧାତୁ= ଜୟକରିବା+କର୍ତ୍ତୃ. ଇ; ଯେ ସମସ୍ତ ତରୁଲତାଙ୍କ ଜୟ କରେ) — ମଞ୍ଜିଷ୍ଠା (ଦେଖ) — Man̄jishṭhā (See)