ଜିଘୃକ୍ଷା Jighṛukshā

  • ସଂ. ବିଣ. (ଗ୍ରହ ଧାତୁ=ଗ୍ରହଣ କରିବା+ଇଚ୍ଛାର୍ଥେ ସନ= ନିଘୃକ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଗ୍ରହଣ କରିବାର ଇଚ୍ଛା — A desire for taking
  • ସଂ. ବିଣ. (ଗ୍ରହ ଧାତୁ=ଗ୍ରହଣ କରିବା+ଇଚ୍ଛାର୍ଥେ ସନ= ନିଘୃକ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଲୋଭ — Greediness; avarice