ଚୁଟ୍କି Chuṭki

  • ଦେ. ବି — ସ୍ତ୍ରୀଲୋକମାନେ ବୁଢ଼ା ଆଙ୍ଗୁଠିରେ ଯେଉଁ ଘୁଙ୍ଗୁର ଲାଗିଥିବା ଏକପ୍ରକାର ମୁଦି ପିନ୍ଧନ୍ତି; ଚୁପୁଲି — A kind of tinkling ring worn on the toe by females
  • ଦେ. ବି — ମୁଷ୍ଟି ବଦ୍ଧ କରି ଆଙ୍ଗୁଠିର ଗଣ୍ଠିଦ୍ୱାରା କରାଯିବା ଆଘାତ; ଠଣା — Stroke with the knob of a fisted finger
  • ଦେ. ବି — କ୍ଷୁଦ୍ର ଅଂଶ — Small particle
  • ଦେ. ବି — ଅତି ସାମାନ୍ୟ ଅଂଶ — 3. A pinch
  • ଦେ. ବି — ବୁଢ଼ା ଆଙ୍ଗୁଠିର ଟିପକୁ ମଧ୍ୟମା ଆଙ୍ଗୁଠିର ଟିପ ଉପରେ ରଖି ଜୋର୍ରେ ଖସାଇ ନେଲେ ଯେଉଁ ଶବ୍ଦ ହୁଏ — Snapping of the finger-tips; fillip
  • ପ୍ରାଦେ. (ମେଦିନୀପୁର) (ତୁଳ. ବଂ. ଚୁଟକୀ) — ଚୁର୍କୀ; ମସ୍ତକର ଶିଖା — Pigtail
  • ଦେ. ବିଣ. — ଚୁଟ୍କିଆ (ଦେଖ) — Chuṭkiā (See)