ଚୁଟ୍କା Chuṭkā
- ପ୍ରାଦେ. (ସମ୍ବଲପୁର) ବି. — ଗୋଡ଼ର ବୁଢ଼ା ଆଙ୍ଗୁଠିରେ ପିନ୍ଧାଯିବା ଅଳଙ୍କାର; ଚିପୁଲି; ଚୁଟ୍କି — An ornament worn on the big toe
- ପ୍ରାଦେ. (ସମ୍ବଲପୁର) ବି. — ଗୋଡ଼ର ବିଶି ଆଙ୍ଗୁଠିରେ ପିନ୍ଧାଯିବା ରୁପା ବା ପିତଳର ମୁଦିଆ; ଝୁଣ୍ଟିଆ — A ring worn on the second finger of the leg