ଚୁଟ୍ଚୁଟ୍ Chuṭchut

  • ଦେ. ଅ. (ଧ୍ୱନ୍ୟନୁକରଣ) — ଜଳମିଶ୍ରିତ କୌଣସି କ୍ଷୁଦ୍ର ବସ୍ତୁକୁ ନିଆଁରେ ଭାଜିଲେ ତାହା ଯେପରି ଅନୁଚ୍ଚ ଶବ୍ଦ କରେ — Crackling sound of a small thing (containing water) while roasted over fire
  • ଦେ. ଅ. (ଧ୍ୱନ୍ୟନୁକରଣ) — ମୁହୂର୍ତ୍ତକୁ ମୁହୂର୍ତ୍ତ — Every moment
  • ଦେ. ଅ. (ଧ୍ୱନ୍ୟନୁକରଣ) — ଉପର୍ଯ୍ୟୁପରି — In quick succession; at very short intervals; momentarily; repeatedly
  • ଦେ. ଅ. (ଧ୍ୱନ୍ୟନୁକରଣ) — (ଯଥା—ସେ ଚୁଟ୍ଚୁଟ୍ ଝାଡ଼ାଫେରି ଦଉଡ଼ିଛି।)