ଚୁଟିକଟା Chuṭikaṭā

  • ଦେ. ବିଣ. (ବ୍ୟଙ୍ଗ୍ୟ) — ଲଣ୍ଡା; ଲୁନଶିଖ; ଯାହାର ବାଳ କତୁରା ହୋଇଥାଏ — (ironical) Having the hairs cropped off
  • ବିଣ — ମୁସଲମାନ୍ — A Mohamedan
  • ବିଣ — ପରତେ ନ ଯିବ ତୋଟିକଟାକୁ ପରତେ ନ ଯିକ ଚୁଟିକଟାକୁ—ଢଗ।