ଚୁଟ୍କିଆ Chuṭkiā

  • ଦେ. ବିଣ. — କ୍ଷୁଦ୍ର — Small
  • ଦେ. ବିଣ. — ଖର୍ବାକାର — Diminutive
  • ଦେ. ବିଣ. — ସାମାନ୍ୟ; ଅଳ୍ପ; ବାଜେ (ଯଥା—ଚୁଟ୍କିଆ ଖର୍ଚ) — Sundry or miscellaneous (expenses.)
  • ଦେ. ବିଣ. — ଅନାୟାସଗେୟ (ସୁର୍) — Light (musical air)