ଚୁଟ୍ କିନି Chuṭ kini

  • ଦେ. କ୍ରି. ବିଣ. (ସଂ. ଝଟିତି) — ଚଞ୍ଚଳ; ଅତିଶୀଘ୍ର — Very soon
  • ଦେ. କ୍ରି. ବିଣ. (ସଂ. ଝଟିତି) — ହଠାତ୍ — Suddenly
  • ଦେ. କ୍ରି. ବିଣ. (ସଂ. ଝଟିତି) — (ଯଥା—ସେ ଚୁଟ୍କିନି ଆସି ପହଞ୍ଚିଗଲା।)