ଚୁଟିପିଠି Chuṭipiṭhi
- ଦେ. ବି. (ସହଚର ଶବ୍ଦ) — ଚୁଟି ଓ ପିଠି (ମନୁଷ୍ୟକୁ ମାରିବାର ଦୁଇଟି ସ୍ଥାନ, ଯଥା— 1 ଚୁଟି ଧରିବା, 2 ପିଠିରେ ବିଧା ଦେବା) — ଚୁଟି ଓ ପିଠି (ମନୁଷ୍ୟକୁ ମାରିବାର ଦୁଇଟି ସ୍ଥାନ, ଯଥା—1ଚୁଟି ଧରିବା,2ପିଠିରେ ବିଧା ଦେବା)—The tuft of hair on the head and the back
- ଦେ. ବି. (ସହଚର ଶବ୍ଦ) — (ଯଥା—ମୋ ଚୁଟିପିଠି ରହିବ ନାହିଁ, ଅର୍ଥାତ୍ ମତେ ଭାରି ମାଡ଼ ହେବ, ମୋ ମୁଣ୍ଡର କେଶ ଝିଙ୍କା ହେବ ଓ ପୃଷ୍ଠଦେଶରେ ମାଡ଼ ହେବ।)