ଚରମଦଶା Charamadaṡā

  • ସଂ. ବି. (କର୍ମଧାରୟ; ଚରମ+ଦଶା) — ଚରମକାଳ (ଦେଖ) — Charama kāḻa (See)
  • ସଂ. ବି. (କର୍ମଧାରୟ; ଚରମ+ଦଶା) — (ମନୁଷ୍ୟର ଦଶ ଦଶା ମଧ୍ୟରୁ ଶେଷ ଦଶା) ମୃତ୍ୟୁ — Death